Location via proxy:   [ UP ]  
[Report a bug]   [Manage cookies]                
Jump to content

ତଥ୍ୟ

ଉଇକିପିଡ଼ିଆ‌ରୁ
ମୁଦ୍ରଣଯୋଗ୍ୟ ସଂସ୍କରଣ ଆଉ ଏଠାରେ ହୋଇପାରିବ ନାହିଁ । କଲେ ରେଣ୍ଡରିଂ ତ୍ରୁଟି ହୋଇପାରେ । ଦୟାକରି ନିଜ ବ୍ରାଉଜର ବୁକମାର୍କ ଅପଡେଟ କରନ୍ତୁ ଏବଂ ତା' ବଦଳରେ ବ୍ରାଉଜରରେ ଆଗରୁ ଥିବା ପ୍ରିଣ୍ଟ ସୁବିଧା ବ୍ୟବହାର କରନ୍ତୁ ।

ତଥ୍ୟ, ଗୁଣାତ୍ମକ ଓ ପରିଣାତ୍ମକ ପରିବର୍ତ୍ତନଶୀଳ ରାଶିମାନଙ୍କର ସଂଗ୍ରହକୁ ବୁଝାଇଥାଏ | ତଥ୍ୟ ଏବଂ ସୂଚନା ଅନେକ ସମୟରେ ପରସ୍ପର ଜାଗାରେ ବ୍ୟବହୃତ ହୋଇଥାନ୍ତି | ତଥ୍ୟ, ସୂଚନା ଓ ଜ୍ଞାନ ହେଉଛି ପରସ୍ପର ସମ୍ବନ୍ଧୀୟ ଅବଧାରଣା | ତଥ୍ୟ ସାଧାରଣତଃ ଯେ କୌଣସି କ୍ଷେତ୍ରରେ ଗବେଷଣା ପାଇଁ ଉପଯୋଗ ହୋଇଥାଏ | ଏହା ବିଭିନ୍ନ ବୈଜ୍ଞାନିକ ସଂସ୍ଥାନ, ଅନୁଷ୍ଠାନ ଓ ବାଣିଜ୍ୟ କ୍ଷେତ୍ର (ବିକ୍ରି ତଥ୍ୟ, ରାଜସ୍ୱ ତଥ୍ୟ ଓ ବିକ୍ରୟ ପାଇଁ ଗଚ୍ଛିତ ଦ୍ରବ୍ୟର ମୂଲ୍ୟ ) ଇତ୍ୟାଦିରୁ ସଂଗ୍ରହ କରାଯାଇଥାଏ | ହ୍ୟାକିଂଦ୍ୱାରା ତଥ୍ୟ ଚୋରିରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ଅଛି ।[୧]

ଆଧାର

ବାହାର ଲିଙ୍କ

  • ଉଇକିମିଡ଼ିଆ କମନ୍ସରେ Data-ସମ୍ପର୍କିତ ମିଡ଼ିଆ
  • Data is a singular noun (a detailed assessment)