Location via proxy:   [ UP ]  
[Report a bug]   [Manage cookies]                
Jump to content

ଭୁବନେଶ୍ୱରୀ (ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଭୁବନେଶ୍ୱରୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୦–୨୦୧୬

ଭୁବନେଶ୍ୱରୀ ଭାରତୀୟ ଅଭିନେତ୍ରୀ । ସେ ତେଲୁଗୁ, ତାମିଲ, କନ୍ନଡ଼ା, ମାଲାୟାଲମ, ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ଏବଂ ହିନ୍ଦୀ ଓ ତାମିଲ ଦୂରଦର୍ଶନ ଜଗତରେ କାମ କରିଛନ୍ତି ।[] କିଛି ଧାରାବାହିକରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି ।[] ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ବଏଜ୍ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା, ଯେଉଁଥିରେ ସେ ଜଣେ ବେଶ୍ୟା ରାଣୀ ଭୂମିକାରେ କାମ କରିଥିଲେ । ମୁଖ୍ୟ ନାୟିକା ଭାବରେ କୁର୍‌କୁରେ ତାଙ୍କର ପ୍ରଥମ କଥାଚିତ୍ର ଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୦୦ କନ୍ଧା କଦମ୍ବା ଖତିର ବେଲା ମଲ୍ଲିକା ତାମିଲ
ପ୍ରିୟାମାନାବାଲେ ପ୍ରିୟାର ସହକର୍ମୀ
ବଜେଟ୍ ପ୍ରଦମନାଧନ ଶକ୍ତି
୨୦୦୧ ରିଷି
୨୦୦୩ ଡୋଙ୍ଗା ରାମୁଡ଼ୁ ଆଣ୍ଡ୍ ପାର୍ଟି ତେଲୁଗୁ
ଚାର୍‌ମିନାର୍
ବଏଜ୍ ରାଣୀ ତାମିଲ
୨୦୦୪ ବାଲ୍ଲିଦ୍ଦାରୁ ଓକ୍କାଟେ ତେଲୁଗୁ
ଗୁଡୁମ୍ବା ଶଙ୍କର
ଏନ୍ନାବୋ ପୁଡ଼ିଚିରୁକ୍କୁ ସରୋଜ ତାମିଲ
୨୦୦୫ କୋଞ୍ଚେମ ତୋଉଚଲୋ ବୁଣ୍ଟେ ଚେପ୍‌ତାନୁ ତେଲୁଗୁ
ନୁବାଣ୍ଟେ ନାକିଷ୍ଟମ୍
କୁଣ୍ଡାକ୍କା ମଣ୍ଡାକ୍କା ତାମିଲ
ଚକ୍ରମ୍ ତେଲୁଗୁ
୨୦୦୬ ଭାଗ୍ୟଲକ୍ଷ୍ମୀ ବମ୍ପର୍ ଡ୍ର ମଲ୍ଲିକା ସରାୱତ
ଥଲାଇ ନାଗାରାମ ବାଣୀ ତାମିଲ
୨୦୦୭ ମନାସେ ମୌନାମା ଅଞ୍ଜାନେୟାଙ୍କ ସ୍ତ୍ରୀ
ଭୂକାଇଲାସ୍ ତେଲୁଗୁ
ହେଲୋ ପ୍ରେମିସ୍ତାରା
ସୀମା ଶାସ୍ତ୍ରୀ ନୀଳାମ୍ବରୀ
୨୦୦୮ କୁବେରୁଲୁ
ନାଗାରାମ ବାଣୀ
ୱାଲ୍ ପୋଷ୍ଟର୍
କ୍ରିଷ୍ଣାଅର୍ଜୁନ ଜ୍ୟୋତିଷ
କୁର୍‌କୁରେ ମୁଖ୍ୟ ଅଭିନେତ୍ରୀ
୨୦୦୯ ପିଚା ମନାସୁ
ଅଞ୍ଜାନେୟୁଲୁ ଭବାନୀ
ଗାଜା ଅତିଥି କଳାକାର
୨୦୧୦ ରଙ୍ଗା ତେ ଡୋଙ୍ଗା
୨୦୧୧ ଅଗାରାତି
୨୦୧୩ ଗାଲି
ଶ୍ରବ୍ୟା
୨୦୧୪ ଅଲା ଜରଗିନ୍ଦି ଓକା ରୋଜୁ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକ ଚେନାଲ୍
୨୦୦୦–୨୦୦୧ ଚିଠି ସଙ୍ଗୀତା ଶ୍ରୀ ସନ୍ ଟିଭି
୨୦୦୩–୨୦୦୪ ସରଗମ୍ ରଜିନୀ
୨୦୦୫–୨୦୦୭ ରାଜା ରାଜେଶ୍ୱରୀ ବଲ୍ଲୀ/ରାତିରି ଦେବୀ
୨୦୦୯–୨୦୧୦ ତେକ୍କାତି ପୋନ୍ନୁ ପୌନ ଥାୟି କଲାଇଙ୍ଗର ଟିଭି
୨୦୧୪–୨୦୧୬ ଚନ୍ଦ୍ରଲେଖା ବସୁନ୍ଧରା ଦେବୀ ସନ୍ ଟିଭି
୨୦୧୪–୨୦୧୫ ଓରୁ କାଇ ଓସାଇ ମାୟା ଜୀ ତାମିଲ
୨୦୧୫ ପସମାଲାର ଭୁବନେଶ୍ୱରୀ ସନ୍ ଟିଭି
  1. Correspondent, D. C. (2017-11-01). "Actor Bhuvaneswari appears before Madras HC". Deccan Chronicle (in ଇଂରାଜୀ). Retrieved 2024-05-17.
  2. "Exposed: The Dirty Business Of Flesh Trade In Film Industry". indiaglitz.com. Archived from the original on 7 September 2014.

ବାହାର ଲିଙ୍କ୍

[ସମ୍ପାଦନା]